ଓଡ଼ିଶାରେ କରୋନା ତୃତୀୟ ପର୍ଯ୍ୟାୟରେ!

ଚିହ୍ନଟ ପୂର୍ବରୁ ୩ଟି ହସ୍ପିଟାଲକୁ ଯାଇଥିଲେ ତୃତୀୟ ଆକ୍ରାନ୍ତ ଭୁବନେଶ୍ୱର: ରାଜ୍ୟରେ କରୋନା(କୋଭିଡ୍‌-୧୯) ତୃତୀୟ ପର୍ଯ୍ୟାୟରେ ପହଞ୍ଚି ସାରିଛି। ତୃତୀୟ ପର୍ଯ୍ୟାୟରେ ଏହା ଗୋଷ୍ଠୀ ସଂକ୍ରମଣ ରୂପ ଧାରଣ କରିଥାଏ। ସିଧାସଳଖ ନ ହେଲେ ମଧ୍ୟ ପରୋକ୍ଷରେ ଆଜି ଏ କଥା ସୂଚାଇ ଦେଇଛନ୍ତି କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଶ୍ରୀ ବାଗଚୀ କହିଥିଲେ ଯେ ପୂର୍ବରୁ ବିଦେଶ ଫେରନ୍ତାଙ୍କ ନିକଟରେ କ‌ରୋନା ସଂକ୍ରମଣ … Continue reading ଓଡ଼ିଶାରେ କରୋନା ତୃତୀୟ ପର୍ଯ୍ୟାୟରେ!